Jump to content

ପ୍ରଧାନ ପୃଷ୍ଠା

From Meta, a Wikimedia project coordination wiki
This page is a translated version of the page Main Page and the translation is 100% complete.

ମେଟା-ଉଇକି

ମେଟା-ଉଇକି କୁ ଆପଣଙ୍କୁ ସ୍ଵାଗତ । ଏଠି ଆପଣଙ୍କୁ ଉଇକିମିଡିଆ ଫାଉଣ୍ଡେସନପ୍ରକଳ୍ପ ଗୁଡିକ ଓ ଅନ୍ୟାନ୍ୟ ସମନ୍ଧିତ ପ୍ରକଳ୍ପ ଗୁଡିକର ସମନ୍ୱୟ ଏବଂ ଡକ୍ୟୁମେଣ୍ଟେସନ୍ ଠାରୁ ଯୋଜନା ଏବଂ ବିଶ୍ଳେଷଣ ପର୍ଯ୍ୟନ୍ତ ସମସ୍ତ ସୂଚନା ମିଳିପାରିବ |

ଏହି "ମେଟା-ଉଇକି" କେନ୍ଦ୍ରିତ ଅନ୍ୟ କିଛି ଉଇକି, ଯେପରି କି ଉଇକିମିଡିଆ ଆଉଟରିଚ ହେଉଛନ୍ତି ଏପରି କିଛି ସ୍ଵତନ୍ତ୍ର ପ୍ରକଳ୍ପ, ଯେଉଁ ମାନଙ୍କର ଆରମ୍ଭ ଏହି ମେଟା ରୁ ହିଁ ହୋଇଛି । ସମ୍ପର୍କିତ ଚର୍ଚା ଉଇକିମିଡିଆ ମେଲିଂ ଲିଷ୍ଟ (ବିଶେଷ କରି ଉଇକିମିଡିଆ - ଏଲ (ଲୋକାଲ)ଉଇକିମିଡିଆ ଅନାଉନ୍ସମେଣ୍ଟ ରେ) , ଲିବେରାIRC ଚାନେଲ ଗୁଡିକ ରେ , ଲୋକାଲ ଉଇକିମିଡିଆ ଚାପ୍ଟର ଗୁଡିକ ର ଉଇକିରେ ବା ଅନ୍ୟ ଉଇକି ସ୍ପେସ ଗୁଡିକରେ କରାଯାଏ ।

ସାମ୍ପ୍ରତିକ ଘଟଣା


ଅପ୍ରେଲ ୨୦୨୬

April 28: April Global GLAM Call, 28 April 2026, 8:00-9:30 UTC
January 1 – May 30: Discussions about the Wikimedia Foundation's annual plan for 2026–2027.
April 30: 40th DCW Conversation Hour, Youth Engagement in Wikimedia, featuring Ndahiro Derrick Alter, the Founder of Wikimedia Rwanda, on 30 April, 12:30 PM UTC.
April 25 – May 10: 2026 U4C Elections are open for candidate nominations: If you are eligible, you can nominate yourself!

ମଇ ୨୦୨୬

May 1 – May 3: Wikimedia Hackathon 2026 in Milan, Italy
May 4: All editions of Wikinews will close and become permanently read-only on 2026-05-04. See the announcement here.
May 15 – May 17: ESEAP Conference 2026 in Kaohsiung, Taiwan

ଜୁଲାଇ ୨୦୨୬

July 21 – July 25: Wikimania 2026 in Paris, France
ଉଇକି ଗୃପ ଏବଂ ଯୋଗାଯୋଗ
ମୁଖ୍ୟ ଅସୁବିଧା ଗୁଡିକ ଏବଂ ସହଯୋଗ
ଉଇକିମିଡ଼ିଆ ଫାଉଣ୍ଡେସନ, ମେଟା-ଉଇକି, ଏବଂ ଏହାର ସହଯୋଗୀ ପ୍ରକଳ୍ପ ଗୁଡିକ
The Wikimedia Foundation is the overarching non-profit foundation that owns the Wikimedia servers along with the domain names, logos and trademarks of all Wikimedia projects and MediaWiki. Meta-Wiki is the coordination wiki for the various Wikimedia wikis.